ଟିଏମସି ମନ୍ତ୍ରୀ ପାର୍ଥ ଚଟାର୍ଜିଙ୍କ ସମ୍ପର୍କୀୟଙ୍କ ଘରୁ ଜବତ ହେଲା ୨୦ କୋଟି ଟଙ୍କା, ବିଜେପି କହିଲା- ପିକଚର ଅଭି ବାକି ହୈ…
ନୂଆଦିଲ୍ଲୀ : ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, “ୟେ ତୋ ବେସ୍ ଟ୍ରେଲର ହୈ, ପିକଚର ଅଭି ବାକି ହୈ… ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍ ହୋଇଥିଲା । ବିଭିନ୍ନ ସ୍ଥାନରେ ଇଡି […]