ଅପରାଧ ରାସ୍ତାରେ ନାବାଳକ: ଗଞ୍ଜାମରେ ୪ ବର୍ଷରେ ୨୦୦ ନାବାଳକ ବିଭିନ୍ନ ସଙ୍ଗିନ୍ ମାମଲାରେ ଲିପ୍ତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ବହୁ ଲମ୍ବା। ଏବେ ଅଧିକାଂଶ ପେସାଦାର ଅପରାଧୀ ଜେଲ୍ରେ ସଜା କାଟୁଥିବା ବେଳେ ଆଉ କିଛି ପୁଲିସ ଏନ୍କାଉଣ୍ଟର୍ରେ ଜଖମ୍ ହୋଇ ଅପରାଧ ରାସ୍ତା ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ନୂଆ ଅପରାଧୀ ମୁଣ୍ଡ ଟେକୁଛନ୍ତି। ସେହି ଅପରାଧୀ ଗ୍ୟାଙ୍ଗ୍ରେ ନାବାଳକ ପାଦ ଥାପିବା ବଡ଼ ଚିନ୍ତାର ବିଷୟ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୪ ବର୍ଷ ମଧ୍ୟରେ ଏଭଳି ବିଭିନ୍ନ ଜଘନ୍ୟ ଅପରାଧ ମାମଲାରେ ମୋଟ […]