ବାଣ ଫୁଟାଇବା ବେଳେ ଲାଗିଗଲା ନିଆଁ, ଜଳିଗଲା ୬ ବଖରା ଛପର ଘର
ଆଠଗଡ ୨୫/୧୦: ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ଗତ ବିଳମ୍ବିତ ରାତିରେ ନିଆଁ ଲାଗି ୬ ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସ ପାଟଣା ଗ୍ରାମରେ ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ଛଅ ବଖରା ଘର ପୋଡିଯାଇଛି । ଏହି ସମସ୍ତ ଘର ଚାଳ ଛପର ଘର ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘରକୁ […]