ଫେରୁଛି ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସୋ’, ସିଜିନ୍-୨ ରେ ଦେଖିବାକୁ ମିଳିବେ ନୂଆ ଇନଭେଷ୍ଟର
ନୂଆଦିଲ୍ଳୀ: ଦୀର୍ଘ ଦିନର ଅପେକ୍ଷା ପରେ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ଫ୍ୟାନ୍ସଙ୍କୁ ଭେଟିଦେବାକୁ ଯାଉଛନ୍ତି ଦ୍ବିତୀୟ ସିଜିନ୍। ସିଜିନ୍ ୧ ର ବିରାଟ ସଫଳତା ପରେ ଏବେ ପୁଣିଥରେ ଫେରୁଛନ୍ତି ସାର୍କ। ସୋ’ ର ମେକର୍ସ ଆସନ୍ତା ସିଜିନ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଦ୍ବିତୀୟ ସିଜିନରେ ଫ୍ୟାନ୍ଙ୍କୁ କିଛି ପୁରୁଣା ଚେହେରା ସହ ନୂଆ ସାର୍କଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ସିଜିନ୍ରେ କାରଦେଖୋ ଗ୍ରୁପ୍ ଏବଂ ଇନସ୍ୟୁରାନ୍ସଦେଖୋ.କମ୍ ର ସିଇଓ ଅମିତ […]


