ଭଦ୍ରକରେ ଜମୁଛି ବାଲିଯାତ୍ରା, ଶୀତ ରାତିରେ ମେଳାର ମଜା ନେଉଛନ୍ତି ଦର୍ଶକ
ଭଦ୍ରକ ୧୩।୧୧: ଏତେ ଦିନ ପରେ ଭକ୍ରକରେ ଜମୁଛି ବାଲିଯାତ୍ରା । କାରଣ ଗତ କେଇ ବର୍ଷ ହେଲା ବାଲିଯାତ୍ରା ପାଳନ ହେଉନଥିଲା । କରୋନା କଟକଣା ନଥିବାରୁ ପୁଣି ପୁରୁଣା ଦିନ ଭଳି ବାଲିଯାତ୍ରା ଦେଖିବାକୁ ମିଳିଛି ଭିଡ । ଭଦ୍ରକର ବାଉଦପୁର ଠାରେ ହରିହର ପୂଜା କମିଟି ଏହି ବାଲିଯାତ୍ରା ଆୟୋଜନ କରିଛି । ହରିହରଙ୍କ ମନ୍ଦିର ଠାରେ ଏହା ୭ ଦିନ ଧରି ଚାଲିବ । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍। […]









