ରାଜ୍ୟ ସ୍ପେଶାଲ ରିପୋର୍ଟ

ସମାଜସେବୀଙ୍କ ନିଆରା ପ୍ରୟାସ, ଅନାଥ ଆଶ୍ରମର ଅନାଥ ଶିଶୁ ଦେଖିଲେ ଚଳଚ୍ଚିତ୍ର ‘ଦମନ’

ଗଜପତି ୧୪/୧୧: ଓଡ଼ିଆ ଚଳଚ୍ଚିତ୍ର ଦାମନ ଦେଖିଲେ ଅନାଥ ଆଶ୍ରମର ଅନ୍ତେବାସୀ । ସିନେମା ହଲରେ ବସି ଚଳଚ୍ଚିତ୍ର ଦେଖିଲେ ୮୦ରୁ ଅଧିକ ଅନାଥ ଶିଶୁ । ଏଥିପାଇଁ ସହଯୋଗ କରିଛନ୍ତି ଯୁବ ସମାଜସେବୀ ଦେବୀ ପ୍ରସାଦ ଦାସ । ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ସେ । ଦେଶ ତଥା ସମାଜ ପ୍ରତି ଦାୟିତ୍ଵ ବୋଧ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ଦମନ । ଦକ୍ଷିଣ ଓଡ଼ିଶାର […]

ଅପରାଧ ରାଜ୍ୟ

ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ସହ ଆକ୍ରମଣ, ଧରାପଡିଲେ ବଙ୍ଗାଳୀ ଯୁବକ

ବ୍ରହ୍ମପୁର ୧୪/୧୧: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଲୋକମାନେ ପୋଲିସରେ ଜିମା ଦେଇଛନ୍ତି । ପୁଲିସ ବଙ୍ଗାଳୀ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ନବ ବିବାହିତା ମହିଳା ଶୌଚ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୋମବାର ବସିବ ସର୍ବଦଳୀୟ ବୈଠକ, ପଦ୍ମପୁର ଉପନିର୍ବାଚନ ନେଇ ହେବ ଆଲୋଚନା

ଭୁବନେଶ୍ୱର ୧୪।୧୧ : ସୋମବାର ବସିବ ସର୍ବଦଳୀୟ ବୈଠକ । ପଦ୍ମପୁର ଉପ-ନିର୍ବାଚନ ନେଇ ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସୁରୁଖୁରୁରେ ଉପନିର୍ବାଚନ ନେଇ ବୈଠକରେ ହେବ ଆଲୋଚନା । ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ହେବାକୁ ଥିବା ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପାର୍ଟି ଆରମ୍ଭ କରିଦେଲେଣି କସରତ । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ […]

ଅପରାଧ ରାଜ୍ୟ

ମିଥ୍ୟା ଏନ୍‌କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍‌କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହିତ ୨୪ ଜଣ ଆନ୍ଦୋଳନକାରିଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିଛି । ଏହା ସହିତ […]

ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, କଟୁରୀ ଚୋଟରେ ଯୁବକ ଗୁରୁତର

ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ ଧାରୁଆ କଟୁରୀରେ ହାଣି ଟିକ୍ ଟିକ୍ କରାଯାଇଥିବା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଚତୁର୍ଭୁଜ […]

ଅପରାଧ ରାଜ୍ୟ

ଗୋଟିଏ ଦିନରେ ଚୋରି, ୭ଟି ବସ୍‌ରେ କଳା କନା ବୁଲାଇଲେ

କଣ୍ଟାବାଞ୍ଜି ୧୪/୧୧: କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି । ବିଲମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ । ଚୋରମାନେ ଏକା ଥରକେ ୭ଟି ଅଧି ବସ୍‌ରୁ ଚୋରି କରିଥିବା ବେଳେ କିଏ କିଛି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବସ ଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋର ମାନେ ବସ୍‌ରୁ ଚୋରି କରିବାରେ ସଫଳ ହେଲେ ତାହା ବର୍ତମାନ ସମୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୪ଟି ସ୍ଥାନରେ ଚଢାଉ

ଉଦଳା ୧୪।୧୧: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲିନ୍ସ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଘା ମୁହାଣରେ ଲାଗିଲା ବିରଳ ପ୍ରଜାତିର ମାଛ, ଦେଖିବାକୁ ଲାଗିଲା ଗହଳି

ଭୋଗରାଇ ୧୪/୧୧: ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ଯାହାର ଓଜନ ପ୍ରାୟ ୫୦୦-୫୫୦ କିଲୋଗ୍ରାମ ହେବ । ଏହାର ମୁହ ଲମ୍ବା କରତ ଭଳି ଦେଖିବାକୁ । ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ । ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ । ପାରାଦ୍ୱୀପର ଏକ ଟ୍ରଲରରେ ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍‌ ନେହେରୁଙ୍କ ଜନ୍ମତିଥୀ, ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରତିଯୋଗିତା

ଭୁବନେଶ୍ୱର ୧୪/୧୧: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ସୂଚନା ଥାଉକି, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁ । ପୁରା ନାମ ପଣ୍ଡିତ ଜବାହାରଲାଲ ନେହେରୁ । ନଭେମ୍ବର ୧୪ ଅର୍ଥାତ ଶିଶୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଳ୍ପ ଶୋଷୁଛି ଭୂତଳ ଜଳ, ୨୮ ସଂସ୍ଥା ଉପରେ ୭୦ କୋଟି ବାକି

ଯାଜପୁର : ଯାଜପୁର ଜିଲ୍ଲାରେ ଶିଳ୍ପସଂସ୍ଥାଗୁଡ଼ିକ ଭୂତଳ ଜଳ ଶୋଷି ଚାଲିଥିବା ବେଳେ ଲୋକେ ପାନୀୟ ଜଳ ନପାଇ ଡହଳବିକଳ ହେଉଛନ୍ତି। କେ‌ତେକ ସଂସ୍ଥା ବିନା ଅନୁମତିରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଅନ୍ୟ କେତେକ ନାମକୁ ମାତ୍ର ଅନୁମତି ନେଇ ଶହେ ଗୁଣ ଅଧିକ ବ୍ୟବହାର କରୁଛନ୍ତି। ପାନୀୟଜଳ ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ଜିଲ୍ଲାରେ କାଳିଆପାଣି କ୍ରୋମ ଉପତ୍ୟକାର ୧୦ଖଣି, ୱାସିଂପ୍ଲାଣ୍ଟ, ଧର୍ମଶାଳା ଓ ବଡ଼ଚଣାର ଶହ ଶହ କ୍ରସର, […]