ଅପରାଧ ରାଜ୍ୟ

ଗଛ ଡାଳରେ ଉଡୁଛି ଜାତୀୟ ପତାକା, ବ୍ଲକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ଉଠିଲା ପ୍ରଶ୍ନ

ନୀଳଗିରି ୧୬/୧୧: ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପରିସରରେ । ସରକାର ଅଖଣ୍ଡ ଭାରତ ନେଇ ଘରେ ଘରେ ଜାତୀୟ ପତାକାକୁ ସ୍ୱାଧୀନତା ଦିବସ ଅବସରରେ ଉଡାଇବା ପାଇଁ ଆହ୍ୱାନ ଦେଇଥିଲେ । ଚାରିଆଡେ ଉଡିଲା ସତ, ହେଲେ ଏହା ପରେ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ସହ ସାଇତି କିପରି ରଖାଯାଉଛି ତାହା ଉପରେ କାହାରି ନଜର ନାହିଁ । ବ୍ଲକ ପରିସରରେ […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ

୨୦୨୪ରେ ହ୍ବାଇଟ୍ ହାଉସ୍ ଆଶାୟୀ ଡୋନାଲ୍ଡ ଟ୍ରମ୍ପ, ନିର୍ବାଚନ ଲଢ଼ିବା ନେଇ କଲେ ଘୋଷଣା

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଟ୍ରମ୍ପ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ । ୨୦୨୪ରେ ହ୍ବାଇଟ୍ ହାଉସ୍ ପାଇଁ ନିର୍ବାଚନ ଲଢ଼ିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏନେଇ ଘୋଷଣା କରିବା ସହିତ କାଗଜପତ୍ର ଦାଖଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରେମିକକୁ ଭେଟିବାକୁ ଆସି ରେଳ ଷ୍ଟେସନ୍‌ରେ ବିଷ ପିଇଦେଲା ପ୍ରେମିକା, ଡାକ୍ତରଖାନାରେ ମୃତ୍ୟୁ

ଧନବାଦ, ୧୬/୧୧: ଅନ୍‌ଲାଇନ୍‌ ଗେମ୍‌ରୁ ପ୍ରେମ । ପରେ ପ୍ରେମିକକୁ ଭେଟିବାକୁ ଆସି ପ୍ରେମିକା କରିଛି ଆତ୍ମହତ୍ୟା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଧନବାଦ ଅଞ୍ଚଳରେ । ଫ୍ରି ଫାୟାର ଅନ୍‌ଲାଇନ୍‌ ଗେମ୍‌ ଖେଳିବା ସମୟରେ ବିହାରର ବାଇପାସ୍‌ ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବତୀ ଏବଂ ଧନବାଦ ପୁଟକୀ ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହୋଇଥିଲା । ଦିନକୁ ଦିନ ସଂପର୍କ ବଢ଼ିବାକୁ ଲାଗିଲା । […]

ରାଜନୀତି ରାଜ୍ୟ

ବୀମା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ତୋମାର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିଲା ବେଳେ ଏହା ସହ ଯୋଡ଼ି ହୋଇଯାଇଛି ଫସଲ ବୀମା ପ୍ରସଙ୍ଗ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବରଗଡ଼ ଜିଲ୍ଲାର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ବୀମା କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏସମ୍ପର୍କରେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ତୋମାର କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନାଟୋ ଦେଶ ସୀମାରେ ପଡ଼ିଲା ଋଷ୍ ମିସାଇଲ, ୨ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ମିସାଇଲ ମାଡ଼ କରିଛି ଋଷ୍ । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ହମଲା ହୋଇଛି। ଋଷ୍‌ର ବାଲାଷ୍ଟିକ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ନାଟୋ ସଦସ୍ୟ ଦେଶ ପୋଲାଣ୍ଡ ଉପରେ ପଡ଼ିଛି । ଏହି ବିସ୍ଫୋରଣରେ ପୋଲାଣ୍ଡର ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍‌ ସେନା ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ମିସାଇଲ ହମଲା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବ୍ରିଟେନ୍‌ରେ ମୋଦି ମ୍ୟାଜିକ୍‌, ଋଷିଙ୍କ ସହ ସାକ୍ଷାତର କିିଛି ସମୟ ପରେ ଭାରତୀୟଙ୍କ ପାଇଁ ଘୋଷଣା ହେଲା ନୂଆ ସ୍କିମ୍‌

ନୂଆଦିଲ୍ଲୀ, ୧୬/୧୧: ବ୍ରିଟେନ୍‌ରେ କାମ କରିଛି ମୋଦି ମ୍ୟାଜିକ୍‌ । ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ପରିବାରଙ୍କୁ ଲଣ୍ଡନରେ କାମ କରିବା ପାଇଁ ୩ ହଜାର ଭିସା ମଞ୍ଜୁରୀ ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି । ବ୍ରିଟିସ୍‌ ସରକାର ଏନେଇ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ଏହି ଯୋଜନାରେ ଲାଭାନ୍ୱିତ ହେବ । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ବ୍ରିଟେନ୍‌-ଭାରତ ୟଙ୍ଗ୍‌ ଫ୍ରଫେସିଓନାଲ୍‌ ସ୍କିମ୍‌ର ଆରମ୍ଭ କରାଯାଇଛି । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନର ନୂଆ ଚାଲ୍; ମହାକାଶରୁ ସମସ୍ତ ସାଟେଲାଇଟ୍ ଉପରେ ରଖିବ ନଜର, ପାକିସ୍ତାନକୁ ଏସଏଲସି- ୧୮ ସପ୍ଲାଏ କରିବ !

ନୂଆଦିଲ୍ଲୀ: ମହାକାଶରେ ଶତ୍ରୁ ଦେଶକୁ ଘେରିବାକୁ ଚୀନ୍ ନୂଆ ଷଡ଼ଯନ୍ତ୍ର । ଅତ୍ୟାଧୁନିକ ସ୍ପେସ୍ ସର୍ଭିନାଲନ୍ସ ରାଡାର ସିଷ୍ଟମ୍ ତିଆରି କଲା ଡ୍ରାଗନ୍ । ମହାକାଶରେ ସାଟେଲାଇଟ୍ ଖୋଜିବାରେ ସଫଳ ହେବ ଏସଏଲସି- ୧୮ ରାଡାର । ଏହାକୁ ଚୀନର ପ୍ରତିରକ୍ଷା ସାମଗ୍ରୀ ତଥା ଯୁଦ୍ଧାସ୍ତ୍ର ତିଆରି କରୁଥିବା କମ୍ପାନୀ ତିଆରି କରିଛି । ଏହି ରାଡାର ସିଷ୍ଟମ୍ ପାକିସ୍ତାନକୁ ସପ୍ଲାଏ କରିବା ନେଇ ସୂଚନା ମିଳିଛି । ବିଶ୍ବରେ ନୂଆ ନୂଆ ଯୁଦ୍ଧ ନୀତି ଆପଣାଉଛନ୍ତି […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏମସିଡି ନିର୍ବାଚନ; ଟିକେଟ୍ ବିକ୍ରି ଅଭିଯୋଗରେ ୩ ଗିରଫ, ଜଣେ ଆପ୍ ବିଧାୟକଙ୍କ ଶଳା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପୂର୍ବରୁ ଦୁର୍ନୀତି ନିବାରଣ ବିଭାଗର ଏଣ୍ଟ୍ରି । ଏମସିଡି ନିର୍ବାଚନ ପାଇଁ ଟିକେଟ୍ ବିକ୍ରି ଅଭିଯୋଗରେ ୩ଜଣ ଗିରଫ । ଲକ୍ଷାଧିକ ଟଙ୍କାରେ ଟିକେଟ୍ ବିକ୍ରି ନେଇ ଏତଲା ପରେ ଆମ୍ ଆଦମୀ ପାର୍ଟିର ଜଣେ ବିଧାୟକଙ୍କ ଶଳାଙ୍କ ସମେତ ତିନି ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ଦୁର୍ନୀତି ନିର୍ବାରଣ ବିଭାଗ । ଏହା ସହିତ ଟିକେଟ୍ ବିକ୍ରିରେ ଆଉ କିଏ କିଏ ଲିପ୍ତ ଅଛନ୍ତି ଅଧିକ ତଦନ୍ତ କରୁଛି ଏସିବି […]

ରାଜ୍ୟ

ଅଷ୍ଟମୀ ଭାର ନେଇ ଝିଅ ଘରକୁ ଯାଉଥିଲେ ବାପା, ଦୁର୍ଘଟଣାରେ ଗୁରୁତର

ସାଲେପୁର, ୧୬/୧୧: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ସପନପୁର ଧବଳେଶ୍ବର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘିଟିିଛି । ସ୍କୁଟି ଚାଳକ ଜଣକ ମାହାଙ୍ଗା ସବଳକଣାର ଅମିକେଶ୍ୱର ମହାପାତ୍ର ବୋଲି ଜଣାପଡ଼ିଛି । ଅମିକେଶ୍ୱର ନିଜ ସ୍କୁଟି ଯୋଗେ ଆଜି ସକାଳୁ ଝିଅଘରକୁ ଅଷ୍ଟମୀ ତିଥି ପାଇଁ ଭାର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ବାରିକେଟରେ ବାଡେଇ ହୋଇ ଗୁରୁତର ହୋଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଦୀରେ କମୁଛି ଜଳସ୍ତର, ମରୁଡ଼ି ଆଶଙ୍କାରେ ଚାଷୀକୁଳ

ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି। ଫଳରେ କେନାଲ ପାଣି ଉପରେ ନିର୍ଭର କରି ଯେଉଁ ଚାଷୀ ଭାଇମାନେ ଖରିଫ ଧାନ ଚାଷ କରିଥିଲେ ତାହା ଏବେ ମରୁଡି ଆଶଙ୍କାରେ। ସୂଚନା ଅନୁଯାୟୀ ନଦୀର ଆଖୁଆପଦା ଆନିକଟ ଠାରୁ ୩ନଂ ମୁଖ୍ୟ କେନାଲରେ ପାଣି ଆସୁଥିବା ବେଳେ ଏହାଦ୍ୱାରା ଭଣ୍ଡାରିପୋଖରୀ ସମେତ ଭଦ୍ରକ, ଧାମନଗର ଓ ବନ୍ତ ବ୍ଲକର ଅନେକ ଚାଷ ଜମି ଜଳ ପ୍ଲାବିତ ହୋଇଥାଏ। […]