ଦିବ୍ୟାଙ୍ଗ ଯୁବତୀଙ୍କୁ କୋରାପୁଟରେ ବିକ୍ରି!
କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳରୁ ଜଣେ ମୁକ, ବଧିର ଯୁବତୀଙ୍କୁ କୋରାପୁଟ ଚାଲାଣ କରାଯାଇଛି। ଏହି ଯୁବତୀଙ୍କୁ ସେଠାରେ ବଳପୂର୍ବକ ଜଣେ ଭିନ୍ନ ସଂପ୍ରଦାୟର ବୃଦ୍ଧଙ୍କ ସହିତ ବିବାହ କରାଯାଇଛି। ଏବେ ଯୁବତୀ ଜଣକ ଭିଡିଓ କଲ୍ରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି କାନ୍ଦିଥିବା ବେଳେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି। ପରିବାର ଲୋକେ ମଧୁପାଟଣା ଥାନାରେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଯୁବତୀଙ୍କୁ ଉଦ୍ଧାର […]









