ୟୁପିରେ ସବୁ ବିଭାଗକୁ କେବଳ ଇଭି କିଣିବାକୁ ନିର୍ଦ୍ଦେଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଉତ୍ତର ପ୍ରଦେଶ (ୟୁପି) ସରକାରଙ୍କ ସବୁ ବିଭାଗରେ କେବଳ ବିଦ୍ୟୁତ ଯାନ (ଇଭି) ଚାଲିବ। ଆସନ୍ତା ୨୦୩୦ ସୁଦ୍ଧା ବର୍ତ୍ତମାନ ଚାଲୁଥିବା ଗାଡ଼ିକୁ ବଦଳାଯାଇ ଇଭି ଗାଡ଼ି ଚଳାଇବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଲକ୍ଷ୍ୟ ହାସଲ […]









