ଆସିବ ଟାଟା ପ୍ଲେ’ର ଆଇପିଓ, ଟିସିଏସ୍ ପରେ ଟାଟା ଗ୍ରୁପର ଦ୍ୱିତୀୟ ଆଇପିଓ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଳୀ, ୨/୧୨: ଡିଟିଏଚ୍ କମ୍ପାନୀ ଟାଟା ପ୍ଲେ ଏହାର ଆଇପିଓ ଆଣିବାକୁ ଯାଉଛି। ୨୦୦୪ ପରେ ଟାଟା ଗ୍ରୁପ୍ର କୌଣସି କମ୍ପାନୀର ଏହା ପ୍ରଥମ ଆଇପିଓ। ୨୦୦୪ ରେ ଟିସିଏସ ଏହାର ଆଇପିଓ ଲଞ୍ଚ କରିଥିଲା। ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ […]









