୧୨୬ ବର୍ଷୀୟ ଯୁବକ ସ୍ବାମୀ ଶିବାନନ୍ଦ
ପୁରୀ: ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁବ ନାହିଁ ବୋଲି ଯେମିତି ରାଣ ଖାଇଛି। ୧୨୬ଟି ବସନ୍ତକୁ ପାର୍ ହୋଇସାରିଥିଲେ ବି ଯୁବ ସୁଲଭ ମନ ଏବେ ବି ଫିକା ପଡ଼ିନାହିଁ। ସେ ପ୍ରବଚକ ନୁହଁନ୍ତି, କିନ୍ତୁ ବୟସ୍କଙ୍କ ମଧ୍ୟରେ ଯୁବକତ୍ବର ଶକ୍ତି ଭରିପାରୁଥିବା ଜଣେ ସିଦ୍ଧ ପୁରୁଷ। ନାଁ ତାଙ୍କର ସ୍ବାମୀ ଶିବାନନ୍ଦ। ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ବେଳେ ରାଷ୍ଟ୍ରପତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଚର୍ଚ୍ଚାକୁ ଆସିଥିବା ସ୍ବାମୀ ଶିବାନନ୍ଦଙ୍କ ଜୀବନ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି […]









