ଚୀନ୍ ସଙ୍କଟ ବଢ଼ାଇଛି ବିଏଫ୍.୭ ପ୍ରଜାତି, ୩ ମାମଲା ଭାରତରେ ଠାବ
ନୂଆଦିଲ୍ଲୀ: ଚୀନ୍ରେ ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇପଡ଼ିଛି। ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦ୍ବିତୀୟ ଲହରରେ ଡେଲ୍ଟା ସଂକ୍ରମଣ ବେଳେ ଭାରତର ଅବସ୍ଥା ଯେମିତି ହୋଇଥିଲା, ଚୀନ୍ରେ ଏବେ ସେହିଭଳି ଅବସ୍ଥା। ଚୀନ୍ରେ ସଂକ୍ରମଣ ବୃଦ୍ଧିକୁ ନେଇ ଭାରତ ମଧ୍ୟ ସତର୍କ ହୋଇଯାଇଛି । କରୋନା ଭୂତାଣୁର ଓମିକ୍ରନ୍ ଉପକିସମ ବିଏଫ୍.୭ ଯୋଗୁଁ ଚୀନ୍ରେ ସଂକ୍ରମଣର ବଡ଼ ଲହର ଚାଲିଛି। ଏବେ ରିପୋର୍ଟ ମିଳିବାରେ ଲାଗିଛି ଯେ […]









