ଗୁଳିମାଡ଼ ଘଟଣା: ଜଗବନ୍ଧୁଙ୍କଠାରୁ ନବଙ୍କ ଯାଏ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ବେଶ୍ ଖ୍ୟାତି ରହିଛି। ବିଶେଷ କରି ରାଜନୈତିକ କ୍ଷେତ୍ରରେ ହିଂସାକାଣ୍ଡର ଉଦାହରଣ କମ୍। ୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର […]









