ନବ ଦାସଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ସହଯୋଗ କରିବି: ପତ୍ନୀ ଜୟନ୍ତୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କାହିଁକି ଓ କିଭଳି ପରିସ୍ଥିତିରେ ସେ ଏଭଳି କାଣ୍ଡ ଘଟାଇଲେ, ସେଥିନେଇ ପରିବାରବର୍ଗ କିଛି ଜାଣିପାରୁ ନାହାନ୍ତି। ତେବେ, ତଦନ୍ତରେ ସମ୍ପୂର୍ଣ୍ଣ […]









