କାୟା ବଢ଼ାଉଛି କର୍କଟ: ଏମ୍କେସିଜିରେ ମାସକୁ ହଜାରେ ରୋଗୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : କର୍କଟ ରୋଗ ଲୋକଙ୍କ ମନରେ ଭୟର ବସା ବାନ୍ଧିଛି। ଏହାର ମୁକାବିଲା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଆବଶ୍ୟକ ସଚେତନତା ଅଭାବରୁ ରୋଗୀଙ୍କ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ […]









