କେବେ ବାଂଲାଦେଶ ଫେରିବେ ତିନି ଉଦ୍ଧାର ମତ୍ସ୍ୟଜୀବୀ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର : ଜୀବନ ବଞ୍ଚାଇବା ପାଇଁ ଗଭୀର ସମୁଦ୍ର ଜଳରାଶିରେ ୫ ଦିନ କାଳ ପହଁରୁଥିବା ବେଳେ ପାରାଦୀପ ନିକଟରେ ଉଦ୍ଧାର କରାଯାଇଥିବା ୩ ଜଣ ମତ୍ସ୍ୟଜୀବୀ ମହମ୍ମଦ ନାଜିର୍, ମହମ୍ମଦ ମିରାଜ୍ ଓ ମହମ୍ମଦ ମୋଫିଜ୍ ଏବେ ବି ଘରକୁ […]









