ରାଉରକେଲାରେ ୫ଜି ଆରମ୍ଭ ହେବାପରେ ଗୁରୁତର ସ୍ଥିତି: ୫ଜି ପରେ ବି ୨ଜି ଭଳି ସେବା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା : ଲୋକେ ଏଥର ୧ ଜିବିପିଏସ୍ ସ୍ପିଡ୍ରେ ଇଣ୍ଟରନେଟ୍ ସେବା ପାଇବେ, ୪ଜି ଇଣ୍ଟରନେଟ୍ଠାରୁ ୪୦ ଗୁଣ ଅଧିକ ସ୍ପିଡ୍ରେ ଇଣ୍ଟରନେଟ୍ ଚଳାଇବେ। ଏପରି ଘୋଷଣା ସହିତ ଜାନୁଆରି ୫ ତାରିଖରେ ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଟେଲି […]









