କୋବି ଗୋଟାକୁ ୫ ଟଙ୍କା ବି ମିଳୁନି, ଶୀତଳଭଣ୍ଡାର ଅଭାବରୁ କ୍ଷତି ସହୁଛନ୍ତି ଚାଷୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍ କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା (ପୁନାସିଆ) ଗ୍ରାମର ଯୁବଚାଷୀ ଅମୂଲ୍ୟ ପାତ୍ର ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଚଳିତ ବର୍ଷ ବାଇଗଣ, ବିଲାତି, ବାଦାମ ଆଦି ଚାଷ କରିଥିଲେ ବି କୋବି ଚାଷକୁ ସର୍ବାଧିକ […]









