ଟିପିସିଓଡିଏଲ୍ର ‘ୱାନ୍ ଟାଇମ୍ ସେଟେଲ୍ମେଣ୍ଟ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର : ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୱାନ୍ ଟାଇମ୍ ସେଟେଲ୍ମେଣ୍ଟ(ଓଟିଏସ୍) ବ୍ୟବସ୍ଥା କରାଯାଇଛି। ଅତୀତର ବକେୟା ବିଲ୍ ପ୍ରଦାନ ଉପରେ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏହି ଯୋଜନାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଅନୁମୋଦନ […]









