ପୂର୍ତ୍ତ-ବିଦ୍ୟୁତ ବିଭାଗ ସମନ୍ବୟ ଅଭାବ: ଖୋଳିଦେଲେ ନରେନ୍ଦ୍ରକୋଣ ରାସ୍ତା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: ପୁରୀ ଜିଲ୍ଲାରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍ ବିଭାଗ ଭିତରେ ସମନ୍ବୟର ଘୋର ଅଭାବ ଦେଖିବାକୁ ମିଳିଛି। ପୁରୀ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ନୂଆ କରି ତିଆରି ହୋଇଥିବା ରାସ୍ତା ସବୁ ଓପିଟିସିଏଲ୍ ଖୋଳିବାରେ ଲାଗିଛି। ଯଦ୍ବାରା ସରକାରୀ […]









