ନିଆଁ ଲିଭାଇପାରୁନି ବନ ବିଭାଗ; ୧୩୯୫ ସ୍ଥାନରେ ଜଳୁଛି ଜଙ୍ଗଲ, ୧୮୫ଟି ବଡ଼ଧରଣର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡିଭିଜନ୍ରେ ଜଳୁଛି ଜଙ୍ଗଲ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବି ଲାଗିଛି ନିଆଁ। ବରଗଡ଼ ଡିଭିଜନ୍ର ପାଇକମାଳରେ ବନାଗ୍ନି ଚିହ୍ନଟ ହେଲାଣି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ନଜରକୁ ଆସିଛି। […]









