ମହାରାଷ୍ଟ୍ରର ନୂଆ ସିଏମ୍ଙ୍କର ପ୍ରଶଂସା କଲେ କଙ୍ଗନା, କହିଲେ-ପାପ ବଢିଗଲେ ବିନାଶ ହୁଏ
ମୁମ୍ବାଇ ୦୧।୦୭: ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଙ୍ଗନା ବିଜେପିର ଜଣେ ଦୃଢ ସମର୍ଥକ। ଏନେଇ ଗୁରୁବାର ଦିନ କଙ୍ଗନା ସୋସିଆଲ୍ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଗର୍ବ ଭାଙ୍ଗିବା ବିଷୟରେ କହିଥିଲେ। ତାଙ୍କ ବ୍ୟତୀତ କାଶ୍ମୀର ଫାଇଲର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ମହାରାଷ୍ଟ୍ରର ନୂତନ ସିଏମଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଦୁହେଁ ଲେଖିଛନ୍ତି କି […]