ଇଣ୍ଡିଗୋରେ ଚାଲାଣ ହେଉଥିଲା ଗଞ୍ଜେଇ: ୫୧କେଜି ସବୁଜ ଜହର ଜବତ, ଜଣେ ଗିରଫ
ଫୁଲବାଣୀ ୦୨/୦୭: କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞଜେଇ ଜବତ କରୁଛି ପୋଲସି । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ସଦର ପୋଲିସ ଗୌଡପଡାଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି । ଏଥିରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି […]