ପୁଷ୍ଟିକର କ୍ଷୀର ବି ନେଇପାରେ ଜୀବନ: ମିଶାଯାଉଛି ଏହିସବୁ ଜହର
ଆପଣ ଯଦି ପ୍ରତ୍ୟେକ ଦିନ କ୍ଷୀର ପିଉଛନ୍ତି ତେବେ ବେଳ ଥାଉଁ ସାବଧାନତା ଅବଲମ୍ବନ କରି ନିଅନ୍ତୁ । କାରଣ ଏହି କ୍ଷୀର ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ ଆପଣଙ୍କ ଜୀବନ ନେଇପାରେ । ହୁଏତ ଏହି କଥା ଆବଣଙ୍କୁ ବିଶ୍ୱାସ ନ ହୋଇପାରେ । କାରଣ ଏହି କ୍ଷୀରର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । କ୍ଷୀରରେ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଆପଣ ପ୍ରତିଦିନ ପିଉଥିବା କ୍ଷୀରର ଶୁଦ୍ଧତା […]
