ଜାଲ୍ ସାର୍ଟିଫିକେଟ: କଟକରେ ଧରାପଡ଼ିଛି ୨, ଯାଞ୍ଚ ପାଇଁ ଯାଇଛି ଆଉ ୬
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . କଟକ : କଟକ ସାଉଥ୍ ଡାକ ଡିଭିଜନ୍ରେ ବି କାୟା ମେଲାଇଛି ଜାଲ୍ ସାର୍ଟିଫିକେଟ ରାକେଟ୍। ୨ଟି ଜାଲ୍ ସାର୍ଟିଫିକେଟ ଧରାପଡ଼ିଥିବା ବେଳେ ୬ଟି ଜାଲ ସାର୍ଟିଫିକେଟ୍କୁ ଯାଞ୍ଚ ପାଇଁ ଝାଡ଼ଖଣ୍ଡ ପଠାଯାଇଛି। ଅନ୍ୟପଟେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ୬୧ […]









