ସରିଲା ଜେଇଇ ଆଡଭାନ୍ସଡ୍ ଆବେଦନ, ୨୮ରେ ପରୀକ୍ଷା
ଭୁବନେଶ୍ୱର ୧୩।୦୮: ଦେଶର ବିଭିନ୍ନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି)ରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍ ଅଗଷ୍ଟ ୨୮ ତାରିଖରେ ହେବ । ଏଥିପାଇଁ ଶୁକ୍ରବାର ଆବେଦନ ପ୍ରକ୍ରିୟା ସରିଛି । ଶନିବାର ରାତି ୮ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଫି’ ଦାଖଲ କରିବେ । ତେବେ ସେପ୍ଟେମ୍ୱର ୩ରେ ପ୍ରବେଶିକା ଉତ୍ତର ସାରଣୀ ପ୍ରକାଶ ପାଇବାକୁ ଥିବା ବେଳେ ୧୧ ତାରିଖରେ ଜେଇଇ ଆଡଭାନ୍ସଡ୍ ରେଜଲ୍ଟ ପ୍ରକାଶ ପାଇବ । ପ୍ରବେଶିକା ପରୀକ୍ଷା ୨୮ ତାରିଖ ଦିନ […]