୬ଶହ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, କେଶବଧାମ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ନୋଟିସ୍
କଟକ-ବିଦ୍ୟାଧରପୁର : କଟକ ସହର ଉପକଣ୍ଠ ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେଶବ ଧାମ୍ର ୬ଶହ ଛାତ୍ରଛାତ୍ରୀ ଗତକାଲି ବିଳମ୍ବିତ ରାତି ଯାଏ ପାଣିଘେରରେ ରହିବା ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ୧୦ଟି ଟିମ୍ ଗତକାଲି ରାତି ୧୨ଟା ଯାଏ ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟାରେ ସାମିଲ୍ ଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କ୍ଷୁବ୍ଧ ହେବାସହିତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ବାରମ୍ବାର କୁହାଯିବା […]