ପାରାଦୀପରେ ଚାଞ୍ଚଲ୍ୟ: ଟିଆଇ ପରେଡ୍ ପୂର୍ବରୁ ଦୁଷ୍କର୍ମ ପୀଡ଼ିତାଙ୍କୁ ଅପହରଣ!
ଜଗତସିଂହପୁର : ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଆଶାକର୍ମୀଙ୍କ ପତ୍ତା ମିଳୁନି। ଗତକାଲି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଜେଲ୍ରେ ଟିଆଇ ପରେଡ୍ କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ ସେ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ତେବେ, ପୀଡ଼ିତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଜଟାଧାରୀ ଥାନା ମୁହାଣ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତମାସରେ ପାରାଦୀପର ଏମ୍ପାୟର୍ସ ହୋଟେଲ ନିକଟରୁ ଚାରି ଜଣ ଯୁବକ ଏକ ନାଲି କାର୍ରେ […]