ଅପରାଧ ରାଜ୍ୟ

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ! ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ବୋରିଗୁମ୍ମା ୧୧।୦୯ : ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ଅଭିଯୋଗ। ଅପରେସନ୍ ର ୧୦ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବୋରିଗୁମ୍ମା ସୁକୁଲି ଗୁଡା ଗାଁର ନୀଳାଦ୍ରି ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଖବର ଅନୁଯାୟୀ, ଶନିବାର ଜୟପୁର ଜିଲ୍ଲା ମେଡ଼ିକାଲରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ଆଶା ଦିଦିଙ୍କ ସହ ସନ୍ଧ୍ୟାରେ ଘରକୁ ଫେରିଥିଲେ। ଆଜି […]

ଅପରାଧ ରାଜ୍ୟ

ଲଜ୍‌ ରୁମ୍‌ରେ ଯୁବତୀଙ୍କ ଆତ୍ମହତ୍ୟା, ପୋଲିସ୍‌ର ଛାନ୍‌ଭିନ୍‌

ପୁରୀ, ୧୧/୦୯: ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା। ପୁରୀ ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀ ଜଣକ ନିଜ ହାତ କାଟି ଦେବା ସହ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି।‌ ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

କଟକରୁ ନକଲି ମେଡିସିନ ଜବତ ଘଟଣା, ଦୁଇ ହୋଲସେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କଟକ ୧୧।୦୯ : କଟକରୁ ନକଲି ମେଡିସିନ ଜବତ ହେବା ଘଟଣା। ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୋଧରେ ଗ୍ରହଣା କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ। ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ମଧ୍ୟ ରଦ୍ଧ କଲା ସଂଘ। ଏଥିସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। କଟକ ଜିଲ୍ଲା ସଂଘ ସଭାପତି ଭାଗବତ ସାହୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୨୪୫ କରୋନା ପଜିଟିଭ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ ୫୮, ୪୩ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ଅପରାଧ ରାଜ୍ୟ

କଇଁଛ ଚାଲାଣ ବେଳେ ଧରିଲା ବନ ବିଭାଗ, ୩ ଗିରଫ

ମାଲକାନଗିରି, ୧୧|୦୯: ବିପୁଳ ପରିମାଣର କଇଁଛ ଜବତ । ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ତରଫରୁ ଚଢାଉ କରାଯାଇଥିବା ବେଳେ ୭୭ ଟି କଇଁଛ ଜବତ ହୋଇଛି । ଏହାସହ ୩ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶରୁ ମୋଟୁ ଅଞ୍ଚଳକୁ ଗୋଟିଏ କାରରେ ୩ ଜଣ ବ୍ୟକ୍ତି କଇଁଛ ଆଣିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏମଭି ୭୯ ରେଞ୍ଜର ଏବଂ ବନଭିଭାଗ […]

ଅପରାଧ ରାଜ୍ୟ

ଘରେ ପଶି ଲୁଟ୍ ଓ ହତ୍ୟା : ଗହଣା ନ ବାହାରିବାରୁ ବୃଦ୍ଧାଙ୍କୁ ମାରିଦେଲେ ଲୁଟେରା…

ସାନଖେମୁଣ୍ଡି, ୧୧|୦୯: ଚୋରି କରିବାକୁ ଆସିଥିଲେ । ବୃଦ୍ଧାଙ୍କୁ ଲୁଟ୍ କରି ହତ୍ୟା କଲେ ଲୁଟେରା । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ । ସୂଚନାନୁସାରେ, ଶନିବାର ରାତିରେ ରାମେୟା ପାତ୍ର ନାମକ ଜଣେ ବୃଦ୍ଧ ଘର ବାରଣ୍ଡାରେ ଶୋଇଥିଲେ । ତାଙ୍କ ଘରେ ବାଦ୍ରୀ ଆଡ଼ି ପାତ୍ର ଘର ଭିତରେ ଶୋଇଥିଲେ। ଲୁଟେରାମାନେ ଘରର ପଛ କବାଟ ଦେଇ ତାଲା ଭାଙ୍ଗି ପଶିଥିଲେ । […]

ଅପରାଧ ରାଜ୍ୟ

ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

ଲମତାପୁଟ, ୧୧|୦୯: ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯଲାପୁଟ ଗ୍ରାମ ଅଞ୍ଚଳରୁ ହାଇଦ୍ରାବାଦକୁ ଅଭିନବ ଉପାୟରେ ଗଞେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ । ୪ ମାଫିଆ ଅଟକ । ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ବୋଲେରୋକୁ ଅଟକାଇଥିଲା। ଦୁଇଟି ଗାଡିକୁ ଯାଞ୍ଚ କରିବାରୁ ପୋଲିସକୁ କିଛି ବି […]

ଅପରାଧ ରାଜ୍ୟ

ଅଜଣା ଜନ୍ତୁର ଉନ୍ମତ୍ତ କାଣ୍ଡ: ଗାଁରେ ପଶି ୧୫ ଜଣଙ୍କୁ ଆକ୍ରମଣ, ୩ ଗୁରୁତର; ବନ କର୍ମଚାରୀ ବି ଆହତ

ସୁନ୍ଦରଗଡ଼: ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜନ୍ତୁ ଉତ୍ପାତ କରିଛି। ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ନିଆଯାଇଛି। ଅନ୍ୟ ୨ ଜଣଙ୍କୁ ସୁନ୍ଦରଗଡ଼ରେ ରଖାଯାଇଛି। ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ […]

ଅପରାଧ ରାଜ୍ୟ

ରାଜଧାନୀର ବିଭିନ୍ନ ବାର୍‌ରେ ଚଢାଉ, ବିଳମ୍ବିତ ରାତି ଯାଏଁ ଚାଲିଥିଲା

ଭୁବନେଶ୍ୱର ୧୧।୦୯: ରାଜଧାନୀର ବିଭିନ୍ନ ବାର୍‌ କମିଶନରେଟ୍‌ ପୋଲିସର ଚଢାଉ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଲିଥିବା ନେଇ ଚଢାଉ କରିଛି କମିଶନରେଟ୍‌ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ବାର ଭିତରେ ଚାଲିଥିଲା ନାଚଗୀତର ଆସର । ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବିଭିନ୍ନ ବାରରେ ରହିଥିବା […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁରଠାରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରହାଳୟକୁ ଭୁବନେଶ୍ବରରେ ରହୁଥିବା ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ପାଠାଗାରର ଶତାଧିକ ପୁସ୍ତକ, ଗବେଷଣା ନିବନ୍ଧ ଏବଂ ଥାଇଲାଣ୍ତର ବିଭିନ୍ନ ଆକୃତିର ବୌଦ୍ଧ ମୂର୍ତ୍ତି, ୧ ହଜାରରୁ ଊର୍ଦ୍ଧ୍ବ ପୁରାତନ ସମ୍ବାଦପତ୍ର କଟିଂ ପ୍ରଦାନ କରାଯାଇଛି। ସେହିଭଳି ପରଲୋକଗତ ସାହିତ୍ୟିକ କୁଳମଣି ନାଥଶର୍ମାଙ୍କ ନିଜସ୍ବ ପାଠାଗାରର […]