ଅପରାଧ ଦେଶ ବିଦେଶ

ବିରିୟାନୀ ନ ଦେବାରୁ ରାଗିଗଲେ ବ୍ୟକ୍ତି, ପେଟ୍ରୋଲ୍‌ ଢାଳି ରେଷ୍ଟୁରାଣ୍ଟରେ ଲଗାଇଲେ ନିଆଁ

ନୂଆଦିଳ୍ଲୀ ୨୦।୧୦: ଆମେରିକାର ନ୍ୟୁୟର୍କ ସିଟିରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବିରିୟାନି ଖାଇବାକୁ ଆସିଥିବା ଜଣେ ବ୍ୟକ୍ତି ବାଂଲାଦେଶୀ ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସେ ବିରିୟାନି ଖାଇବାକୁ ଅର୍ଡର ଦେଇଥିଲେ କିନ୍ତୁ ଏହା ବଦଳରେ ଅନ୍ୟ କିଛି ସର୍ଭ କରାଯାଇଛି। ଯାହାକୁ ଦେଖି ଉକ୍ତ ବ୍ୟକ୍ତି ରାଗି ଯାଇଥିଲେ ଏବଂ ଅଘଟଣ ଘଟାଇଥିଲେ । କିନ୍ତୁ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, […]

ଅପରାଧ ରାଜ୍ୟ

ରାସ୍ତା ପାଇଁ କୋଟିକୋଟି ବରବାଦ; ଅଳ୍ପଦିନରେ ନଷ୍ଟ ହେଉଛି, ପୁଣି ତିଆରି ହେଉଛି

କୋଇଡା (ସୁନ୍ଦରଗଡ଼) : ଖଣି ରାଜଧାନୀ କୁହାଯାଉଥିବା କୋଇଡା ଅଞ୍ଚଳରେ ରାସ୍ତା ପାଇଁ କୋଟିକୋଟି ଟଙ୍କା ବରବାଦ ହେଉଥିବା ଦେଖିବାକୁ ମିଳୁଛି। ଅଳ୍ପଦିନ ମଧ୍ୟରେ କୋଟିକୋଟି ଟଙ୍କାର ରାସ୍ତା ନଷ୍ଟ ହେଉଛି, ପୁଣି କୋଟିକୋଟି ଟଙ୍କାରେ ତିଆରି ହେଉଛି। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରାଯାଉଛି। ଫଳରେ, ଏହି ରାସ୍ତା ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନା ଖଣି ଓ ଖଣି ମାଲିକଙ୍କ ପାଇଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନା ଅନୁସାରେ, ଲୋକଙ୍କ ଗମନାଗମନ […]

ଅପରାଧ ଦେଶ ବିଦେଶ

ମିଳିଲାନି ଆମ୍ବୁଲାନ୍ସ, ଝିଆରୀର ମୃତଦେହକୁ କାନ୍ଧରେ ବୋହିଲେ ଦାଦା

ମଧ୍ୟପ୍ରଦେଶ ୨୦/୧୦: କାନ୍ଧରେ ଝିଆରୀର ମୃତଦେହ ବୋହିଲେ ଦାଦା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଛତରପୁରରୁ । ଯେଉଁଠାରେ ଆମ୍ବୁଲାନ୍ସ ଅଭାବରୁ ଜଣେ ବ୍ୟକ୍ତି ନିଜ ଝିଆରୀଙ୍କୁ କାନ୍ଧରେ ବୋହି ଘରକୁ ନେଇଯାଉଥିବାର ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଘଟଣା ଗଣମାଧ୍ୟମରେ ଆସିବାପରେ ସଂପୃକ୍ତ ବିଭାଗ ତରଫରୁ ସହାୟତା ପାଇଁ ଚେଷ୍ଟା କରାଯାଇଥିଲା । ସୂଚନା ଅନୁଯାୟୀ, ମୃତକ ରାଧାଙ୍କୁ ଭୀଷଣ ଜ୍ୱର ହୋଇଥିଲା ଯାହାପରେ ତାଙ୍କୁ […]

ଅପରାଧ ରାଜ୍ୟ

ଅପରାଧ ରାସ୍ତାରେ ନାବାଳକ: ଗଞ୍ଜାମରେ ୪ ବର୍ଷରେ ୨୦୦ ନାବାଳକ ବିଭିନ୍ନ ସଙ୍ଗିନ୍‌ ମାମଲାରେ ଲିପ୍ତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ବହୁ ଲମ୍ବା। ଏବେ ଅଧିକାଂଶ ପେସାଦାର ଅପରାଧୀ ଜେଲ୍‌ରେ ସଜା କାଟୁଥିବା ବେଳେ ଆଉ କିଛି ପୁଲିସ ଏନ୍‌କାଉଣ୍ଟର୍‌ରେ ଜଖମ୍‌ ହୋଇ ଅପରାଧ ରାସ୍ତା ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ନୂଆ ଅପରାଧୀ ମୁଣ୍ଡ ଟେକୁଛନ୍ତି। ସେହି ଅପରାଧୀ ଗ୍ୟାଙ୍ଗ୍‌ରେ ନାବାଳକ ପାଦ ଥାପିବା ବଡ଼ ଚିନ୍ତାର ବିଷୟ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୪ ବର୍ଷ ମଧ୍ୟରେ ଏଭଳି ବିଭିନ୍ନ ଜଘନ୍ୟ ଅପରାଧ ମାମଲାରେ ମୋଟ […]

ଅପରାଧ ରାଜ୍ୟ

ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସୁରକ୍ଷା କର୍ମୀ

କଟକ ୧୯/୧୦: କଟକ ଏସ୍ ସି ଵି ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ । ମେଡିକାଲ ଫାଣ୍ଡି ଭିତରେ ପଶି ମାଡ ମାରିଲେ ସୁରକ୍ଷା କର୍ମୀ । ମଙ୍ଗଳାଵାଗ ଥାନାରେ ଏତଲା ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ଵିଳମ୍ବିତ ରାତ୍ରୀରେ ଯାଜପୁର ମେଡିକାଲରୁ ରୋଗୀ ଆଣି ଆସିଥିବା ଜଣେ ୧୦୮ ଆମ୍ବୁଲାନ୍ସ ଫର୍ମାସିଷ୍ଟଙ୍କୁ […]

ଅପରାଧ ରାଜ୍ୟ

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ବିଧାନ, ଶିକ୍ଷୟିତ୍ରୀଙ୍କ ମାଡରେ ଆହତ ହେଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ତେଲକୋଇ ୧୯/୧୦: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ବିଧାନ । ଶିକ୍ଷୟତ୍ରୀଙ୍କ ମାଡରେ ୪ର୍ଥ ଶ୍ରେଣୀର ଛାତ୍ରୀ ଲହୁଲୁହାଣ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ସମାକୋଦ ଗାଁ ପ୍ରାଥମିକ ବିଦ୍ୟାଳୟରେ । ସବୁଦିନ ଭଳି ରଞ୍ଜନ ବେହେରାଙ୍କ ୯ ବର୍ଷର ଝିଅ ରାଧାରାଣୀ ବେହେରା ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ । ଶିକ୍ଷୟିତ୍ରୀ ଶୁଭସ୍ମିତା ରାଉତ ନୂଆ ବିଷୟରେ ପାଠ ପଢାଇଥିଲେ । ତାକୁ ରାଧାରାଣୀ ବୁଝି ନପାରି ଆଉଥରେ […]

ଅପରାଧ ରାଜ୍ୟ

ଭିଣୋଇର ତୀର ମାଡ଼ରେ ଶଳା ଗୁରୁତର, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୋର ୨୦।୧୦ : ଭିଣୋଇ ତୀର ମାଡ଼ରେ ଶଳା ଗୁରୁତର l ଆକ୍ରମଣକାରୀ ଭିଣୋଇକୁ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକେ l ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ଫଠାଆମ୍ବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ ଭିଣୋଇ ମୋଟୁ ସିଂ ତୀର ମାଡ଼ରେ ଶଳା ସାଲୁକୁ ଗୁରୁତର ହୋଇଛନ୍ତି । ଗୁରୁତର ସାଲୁ ପିଠିରେ ତୀର ବାଜି ଅଟକି ରହିଥିଲା l ତାଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନୀଳଗିରି କଲେଜରେ ପୁଣି ଅଶାନ୍ତି, କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ନୀଳଗିରି ୧୯।୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଯୁକ୍ତ ୩ ବର୍ଷର ଛାତ୍ରଛାତ୍ରୀ କଲେଜର ଦୁଇ ଜଣ ଇଂରାଜୀ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ଧାରାଣା ଦେଇଛନ୍ତି । ତୃତୀୟ ସେମିଷ୍ଟାରର ଇଣ୍ଟରନାଲ ଇଂରାଜୀ ପରୀକ୍ଷାରେ ଅଧ୍ୟାପକ ଶିଳ୍ପା ମିଶ୍ର ଓ ନଳିନୀକାନ୍ତ ପାଢି ଜାଣିଶୁଣି ଛାତ୍ରଛାତ୍ରୀଙ୍କ ମାର୍କ କମ୍‌ କରିଥିବା ଅଭିଯୋଗ ଆସିଛି । ସେହିପରି ଦୁଇ ଅଧ୍ୟାପକ ସଠିକ୍‌ ଭାବେ କ୍ଲାସ କରୁନଥିବା ବେଳେ […]

ଅପରାଧ ରାଜ୍ୟ

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସାନଖେମୁଣ୍ଡି, ୧୯/୧୦: ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।ଗୁରୁତର ମହିଳା ଜଣଙ୍କ ପରାଣ୍ଡି ପାତ୍ର ବୋଲି ସୂଚନା ମିଳିଥିବା ବେଳେ ତାଙ୍କୁ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କର ବାମ ହାତର କାନ୍ଧରେ ଗୁଳି ବାଜିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ସ୍ତ୍ରୀ ।

ଅପରାଧ ରାଜ୍ୟ

ପୋଲିସ୍‌କୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, କାନ୍ଥ କାଟି ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

କେନ୍ଦୁଝର ୧୯/୧୦: କେନ୍ଦୁଝରରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ସହର ମଝିରେ ଥିବା ଏସପିଙ୍କ ଅଫିସ୍ ସମ୍ମୁଖରେ ମାତ୍ର ୧୦ ମିଟର ଦୂରରେ ଥିବା ସାଇରାମ ଜୁଏଲର୍ସରୁ କାନ୍ଥ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଦୁର୍ବୃତ୍ତମାନେ ସାଇରାମ ଜୁଏଲର୍ସର କାନ୍ଥ କାଟି ଡିସପ୍ଳେରେ ସଜା ହୋଇଥିବା ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଓ ୫ କେଜି ଓଜନର ରୂପା ଗହଣା ଲୁଟି ନେଇଛନ୍ତି । ଆଗକୁ ଧନତରାସ ଥିବାରୁ […]