ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଭାରତର ବିଜୟରେ ଝୁମିଲେ ସେଲିବ୍ରିଟି, କହିଲେ-ଜଣେ କିଙ୍ଗ..କୋହଲି

ମୁମ୍ଵାଇ ୨୪।୧୦: ଟି -୨୦ ୱାର୍ଲଡ କପ୍‌ ୨୦୨୨ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ପାକିସ୍ତାନକୁ ୪ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ଏହି ମ୍ୟାଚରେ ଧୁଆଁଧାର ପ୍ରଦର୍ଶନ କରିଥିଲେ। ତାଙ୍କ ସହ ସାଥ୍‌ ଦେଇଥିଲେ ହାର୍ଦ୍ଧିକ। ବିଜୟ ପରେ ବିରାଟଙ୍କ ଆଖିରୁ ଲୁହ ଆସିଯାଇଥିଲା। ଏହାକୁ ଦେଖି ଅନୁଷ୍କା ଶର୍ମା ତାଙ୍କ ପାଇଁ ଏକ ଲମ୍ବା ନୋଟ୍ ସେୟାର କରିଥିଲେ। ଯେଉଁଥିରେ ଅନେକ ସେଲିବ୍ରିଟିମାନେ ତାଙ୍କୁ କମେଣ୍ଟ ବକ୍ସରେ ଅଭିନନ୍ଦନ […]

ଦେଶ ବିଦେଶ ମନୋରଞ୍ଜନ

Kantara Box Office: ନର୍ଥ ଆମେରିକାରେ ୧ମିଲିୟନ୍‌ ଡଲାରର କଲେକସନ୍‌

ମୁମ୍ଵାଇ ୨୪।୧୦: ଫିଲ୍ମ କାନ୍ତାରା ରିଲିଜ୍ ହେବାର ୨୩ ତମ ଦିନରେ ବକ୍ସ ଅଫିସରେ ରିଷଭ ଶେଟ୍ଟୀଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏତେ ଦିନ ରିଲିଜ୍ ପରେ ମଧ୍ୟ ବି କାନ୍ତାରା କେବଳ ଭାରତୀୟ ବକ୍ସ ଅଫିସରେ ନୁହେଁ ବରଂ ୱାର୍ଲ୍ଡୱାଇଡ୍‌ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାରର କରୁଛି। କେବଳ ଏତିକି ନୁହେଁ, ଫିଲ୍ମ ବିଦେଶୀ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି। ରିଷଭଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର […]

ଦେଶ ବିଦେଶ ମନୋରଞ୍ଜନ

ଲେଡି ରିଷଭ ପନ୍ଥ ହେଲେ ଉର୍ବଶୀ, ଟ୍ରୋଲର କହିଲେ-ଆର.ପି ଭାଇ ଏବେ ତ…

ମୁମ୍ଵାଇ ୨୪।୧୦: ବର୍ତ୍ତମାନ ଉର୍ବଶୀ ରୌତେଲା ଖୁବ୍‌ ଚର୍ଚ୍ଚାରେ । କ୍ରିକେଟ୍ କାରଣରୁ ଅଧିକ ଦିନ ହେବ ଉର୍ବଶୀ ୟୁଜର୍ସଙ୍କ ଟାର୍ଗେଟ୍‌ରେ ଅଛନ୍ତି। ତାଙ୍କ ନାମ କ୍ରମାଗତ ଭାବରେ ମିଷ୍ଟର ଆର.ପି.ଙ୍କ ସହ ଯୋଡା ଯାଉଛି। ଏଭଳି ପରିସ୍ଥିତିରେ ଅନୁଷ୍ଠିତ ହୋଇଥିବା ଟି -୨୦ ବିଶ୍ୱକପ ପୂର୍ବରୁ ଉର୍ବଶୀ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ପୁଣି ଥରେ କ୍ରିକେଟର ରିଷବ ପନ୍ତଙ୍କ ସହିତ ଲିଙ୍କ୍ କରାଯାଉଛି। ଉର୍ବଶୀ ତାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

୧୨ ବର୍ଷର ରିବାଙ୍କ ସହ ଡ୍ୟାନ୍ସ କରି ଟ୍ରୋଲ୍‌ ହେଲେ ମିକା ସିଂ, ଭିଡିଓକୁ ନେଇ ହଙ୍ଗାମା

ମୁମ୍ଵାଇ ୨୪।୧୦: ବଲିଉଡ ଜଣାଶୁଣା ଗାୟକ ମିକା ସିଂ । ବର୍ତ୍ତମାନ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି। ମିକା ସିଂ ତାଙ୍କ ସହ ବହୁତ ସାନ ଅଭିନେତ୍ରୀ ରିବା ଆରୋରାଙ୍କ ସହ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ରିବାଙ୍କ ବୟସ ବହୁତ କମ୍ ଅଟେ । ସେ ଉରି ଫିଲ୍ମରେ ବିକି କୌଶଲଙ୍କ ଭାଣିଜିଭୂମିକାରେ ଅଭିନୟ କରିଥିଲେ। ଏଥି ସହିତ, ଗୁଞ୍ଜନ ସକ୍ସେନା ଚଳଚ୍ଚିତ୍ରରେ ତାଙ୍କୁ ଜାହ୍ନବୀ କପୁରଙ୍କ ପିଲାଦିନର ଚରିତ୍ରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୋସିଆଲ […]

ଦେଶ ବିଦେଶ ମନୋରଞ୍ଜନ

ଏହି ପଞ୍ଜାବୀ ସିଙ୍ଗରଙ୍କ ସହ ଡ୍ୟାନ୍ସ କଲେ ଶେହନାଜ୍‌, ୟୁଜର୍ସ କହିଲେ- ଜବରଦସ୍ତ କେମେଷ୍ଟ୍ରି

ମୁମ୍ଵାଇ ୨୪।୧୦: ବିଗ୍ ବସର ଶେହନାଜ୍ ଗିଲ୍ ସାରା ଦେଶରେ ଏବେ ଖୁବ୍‌ ଲୋକପ୍ରିୟତା ହାସଲ କରୁଛନ୍ତି। ନିକଟରେ ସେ ସଲାମନଙ୍କ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ। ସୋସିଆଲ ମିଡିଆରେ ଶେହାନାଜ ମଧ୍ୟ ବହୁତ ପପୁଲାର। ତାଙ୍କ ସହ ଜଡିତ କିଛି ବି ପୋଷ୍ଟ ଆସିବା ମାତ୍ରେ ଭାଇରାଲ ହୁଏ। ଏହିପରି ଏବେ ଗୋଟିଏ ଭିଡିଓ ପୁଣି ଥରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲେହେଙ୍ଗା ଏବଂ ସ୍କର୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । […]

ଅପରାଧ ରାଜ୍ୟ

ରାଜପଥରେ ଗାଈ ମୃତଦେହ ଘୋଷାଡି ନେବା ଘଟଣାରେ ଆକ୍ସନ, ଦୁଇ ଜଣଙ୍କୁ ବହିଷ୍କାର କଲେ NHAI କର୍ତ୍ତୃପକ୍ଷ

ଖଲ୍ଲିକୋଟ ୨୪/୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥରେ ପିକ୍‌ଅପ୍ ଭ୍ୟାନ୍‌ରେ ବାନ୍ଧି ମୃତ ଗାଈକୁ ଘୋଷାଡ଼ି ନେବା ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ନେଇଛି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ । ଗାଡିର ସୁପରଭାଇଜର ଓ ଡ୍ରାଇଭର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏନ୍‌ଏଚ୍‌ଆଇ ଅଧିକାରୀ । ଦୁଇ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏଭଳି ନିନ୍ଦା ଜନକ କାର୍ଯ୍ୟ ପୁନରାବୃତ୍ତି ହେବନି ବୋଲି ବ୍ରହ୍ମପୁର ଏନ୍ଏଚ୍‌ଆଇ ପକ୍ଷରୁ ସୂଚନା ଦେଇଛନ୍ତି । […]

ଅପରାଧ ରାଜ୍ୟ

ବାଣବିକ୍ରି, ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ: ଦୁଇ ଗୁରୁତର, ମୁଖ୍ୟ ଅଭିଯୁକ୍ତ ଫେରାର୍

ବାଙ୍କୀ ୨୪/୧୦: ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମରେ ଗୁଳିକାଣ୍ଡ । ବାଣବିକ୍ରି ବାବଦରେ ଦାଦା ବଟି ମାଗିବାକୁ ନେଇ ଏହି ଗୁଳିକାଣ୍ଡ ଘଟିଛି । ଏହି ଗୁଳିମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି । ଘଟଣାରେ ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ଚଳାଇଛି ତଦନ୍ତ । […]

ଅପରାଧ ରାଜ୍ୟ

ବାରହା ଫାଶରେ ପଡିଲା ମଣିଷ, ବିଦ୍ୟୁତ ଝଟକା ଲାଗି ଚାଲିଗଲା ଯୁବକଙ୍କ ଜୀବନ

ଲମତାପୁଟ ୨୪/୧୦: ମେଡିପୁଟ ଗ୍ରାମରେ ଅଘଟଣ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଯୁବକଙ୍କ ମୃତ୍ୟ । ଏଭଳି ଦୁଃଖଦ ଘଟଣା ଘଟିଛି ନନ୍ଦପୁର ଥାନା ମେଡିପୁଟ ଗ୍ରାମରେ । ମୃତ ଯୁବକ ଜଣକ ପଦୁ ଗୁଣ୍ଠା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ ଗତ ରାତିରେ ମେଡିପୁଟ […]

ଅପରାଧ ଦେଶ ବିଦେଶ

ଦକ୍ଷିଣ ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ; ୯ ମୃତ ୪୭ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ସୋମାଲିଆର କିସମାୟୋ ଠାରେ ଏକ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭ ଆହତ ହୋଇଛନ୍ତି। ଅଲ ଶାହାବାବ ଇସ୍ଲାମ ଗ୍ରୁପ୍‌ ଏହି ଆକ୍ରମଣ କରିଛି ବୋଲି ଉକ୍ତ ଅଞ୍ଚଳର ସୁରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଇ କିଛିଦିନ ତଳେ ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ରାଜଧାନୀ ମୋଗାଦିଶୁକୁ ଉପରେ ଆକ୍ରମଣ କରିଥିଲେ। ପୁଣି ସ୍ଥିତି ସାମାନ୍ୟ ହେବା ପରେ ଆଉ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। […]

ଅପରାଧ ରାଜ୍ୟ

ଶତାଧିକ ଚାଷୀଙ୍କ କାଳିଆ ସହାୟତା ହଡ଼ପ, ଥାନାରେ ଏତଲା ଦେଲେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ର ଶତାଧିକ ହିତାଧିକାରୀଙ୍କ କାଳିଆ ଯୋଜନା ସହାୟତା ହଡ଼ପ ଘଟଣାରେ ପ୍ରଶାସନର ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ୩ବର୍ଷ ଧରି ହିତାଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ କରି ଟଙ୍କା ହେରଫେର ଚାଲିଥିବା ବେଳେ ବ୍ଲକ୍‌ ପ୍ରଶାସନ କେମିତି କିଛି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ନିଶ୍ଚିତ ରୂପେ କିଛି ସରକାରୀ କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ତେଣୁ, ଏକୋରୀ ପଞ୍ଚାୟତ ଅନ୍ତର୍ଗତ ଅଲେଖଗୁଡା ଗ୍ରାମର ହିତାଧିକାରୀ […]