କୋଭିଡ୍ ବଢ଼ାଇଛି ଆତ୍ମହତ୍ୟା ପ୍ରବଣତା, ନିଦ୍ରାହୀନତା
ଭୁବନେଶ୍ବର: କୋଭିଡ ମହାମାରୀ ପରେ ରାଜ୍ୟରେ ଯୁବପିଢ଼ିଙ୍କ କ୍ଷେତ୍ରରେ ଆତ୍ମହତ୍ୟାପ୍ରବଣତା ବଢ଼ିଛି। ପ୍ରାୟତଃ ସବୁ ଆତ୍ମହତ୍ୟା ଏକପ୍ରକାରର। କୋଭିଡ ମହାମାରୀ ପରେ ଏହି ହାର ବଢ଼ିଥିଲେ ବି ଗତ ୨/୩ମାସ ଭିତରେ ଏହାର ତୀବ୍ରତା ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କ କ୍ଷେତ୍ରରେ ଏଭଳି ଆତ୍ମହତ୍ୟାପ୍ରବଣତା ବଢ଼ିବା ବିଶେଷଜ୍ଞ, ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ରାଜଧାନୀର ଦୁଇଟି ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସର ବହିର୍ବିଭାଗରେ ‘ସମ୍ବାଦ’ ଟିମ୍ ଯାଞ୍ଚ ବେଳେ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ସବୁଠାରୁ ବଡ଼ […]

