ଅଗ୍ନିବୀର ବାୟୁ ନିଯୁକ୍ତିରେ ମହିଳାଙ୍କୁ ସୁଯୋଗ
ଭୁବନେଶ୍ବର : ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷା ୨୦୨୩ ଜାନୁଆରି ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏଥିରେ ମହିଳାମାନଙ୍କୁ ସୁଯୋଗ ଦିଆଯାଇଛି। ଅନ୍ଲାଇନ୍ରେ ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ୱେବ୍ସାଇଟ୍ରେ ଲଗ୍ଇନ୍ କରି ପ୍ରାର୍ଥୀମାନେ ପଞ୍ଜୀକରଣ କରିପାରିବେ। ଏହି ସୁବିଧା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୦୨ ଜୁନ୍ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀମାନେ ଏଥିରେ ଭାଗ […]









