ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଦାବି
ଭୁବନେଶ୍ବର : ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ସରକାର ତ୍ବରିତ ପଦକ୍ଷେପ ନେଉନାହାନ୍ତି। ପଡ଼ା ଗ୍ରାମରେ ଲୋକ ଭୋଗୁଥିବା ସମସ୍ୟା ରାଜସ୍ବ ବିଭାଗ ବୁଝିପାରୁ ନାହିଁ। ରାଜସ୍ବ ଗ୍ରାମ ନହେଲେ ସେଠାରେ ମୋବାଇଲ୍ ଟାୱାର୍ ନିର୍ମାଣ ହୋଇପାରୁନି। ସେଠାରେ ରାସ୍ତାଘାଟ ହୋଇପାରୁନି। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନି କି ପାଣି ପାଇପ୍ ଲାଇନ୍ ଯାଇପାରୁନି। ଆଜି ବିଧାନସଭାରେ ଏମିତି ଉଦ୍ବେଗ ପ୍ରକାଶ କରିଥିଲେ ବିଧାୟକମାନେ। ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଏହି […]









