ସୋମବାର ପଦ୍ମପୁର ଉପନିର୍ବାଚନ : ୩୧୯ଟି ବୁଥ୍ରେ ପଡିବ ଭୋଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପଦ୍ମପୁର ୦୪।୧୨ : ସୋମବାର ପଦ୍ମପୁର ଉପନିର୍ବାଚନ। ଭୋଟ୍ ଦେବେ ପଦ୍ମପୁର ଭୋଟର । ନିଜ ମନ ପସନ୍ଦର ନେତା ବାଛିବେ । ୮ ତାରିଖରେ ଭୋଟ୍ ଗଣତି ପରେ ଆସିବ ଫଳାଫଳ । ପଦ୍ମପୁର ନିର୍ବାଚନକୁ ଅବାଧ ଓ ନିରପେକ୍ଷ […]









