ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା: ବାର୍ଷିକ ୫୫ ଲକ୍ଷରେ ନିଯୁକ୍ତି ଅଫର୍
ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଭୁବନେଶ୍ବର ଆଇଆଇଟିର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିଛନ୍ତି। କରୋନା ମହାମାରୀ ସମୟରେ ବି ଏଠାକାର ଛାତ୍ରଛାତ୍ରୀ ଦେଶ ବିଦେଶର ନାମକରା କମ୍ପାନିରେ ନିଯୁକ୍ତି ଅଫର୍ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ତଳେ ବି.ଟେକ୍ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ଆରମ୍ଭ ହୋଇଥିବା କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୧୪୬ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍ ମିଳି ସାରିଛି। ଦ୍ବିତୀୟ ପର୍ଯ୍ୟାୟରେ ଏମ୍.ଟେକ୍ ଓ ତୃତୀୟ ପର୍ଯ୍ୟାୟରେ ଏମ୍ଏସ୍ସି […]









