ଫିଫା ବିଶ୍ୱକପ୍ : କ୍ୱାର୍ଟର ଫାଇନାଲ୍ରେ ବ୍ରାଜିଲ୍ ଓ କ୍ରୋଏସିଆର ଏଣ୍ଟ୍ରି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଦୋହା ୦୬।୧୨ : ଚଳିତ କତାର ଫିଫା ବିଶ୍ୱକପ୍ରେ ୫ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲ ଓ ଗତ ସଂସ୍କରଣର ରନର୍ସ ଅପ୍ କ୍ରୋଏସିଆ ଚିତ୍ତାକର୍ଷକ ବିଜୟ ସହ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ଦୁଇ ଏସୀୟ ଦଳ […]









