ମୂଲ୍ୟ ୧ ଟଙ୍କାକୁ ଖସିବାରୁ କ୍ୟାପ୍ସିକମ୍ ରାସ୍ତାରେ ଢାଳିଲେ ପଞ୍ଜାବ ଚାଷୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମାନସା: କ୍ୟାପ୍ସିକମ୍ର ମୂଲ୍ୟ କିଲୋ ପିଛା ୧ ଟଙ୍କାକୁ ଖସିବାରୁ ପଞ୍ଜାବ ମାନସା ଜିଲ୍ଲାର ଚାଷୀ ବୁଧବାର ବସ୍ତା ବସ୍ତା କ୍ୟାପ୍ସିକମ୍ ରାସ୍ତାରେ ଢାଳିଛନ୍ତି। ୫ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିବା ଭୈନିବାଘା ଗ୍ରାମର ଜଣେ ଚାଷୀ ଗୋରା ସିଂହ […]









