କ୍ଷେତ୍ର ପରିଦର୍ଶନରୁ ଧରାପଡ଼ିଲା ଜାଲିଆତି: ମିଛ ଚାଷୀ, ମିଛ ଜମି
କେନ୍ଦୁଝର : ମିଛ ଜମିରେ ମିଛିମିଛିକା ଚାଷ। କେଉଁଠି ଖେଳପଡ଼ିଆ ତ ଆଉ କେଉଁଠି ପୋଖରୀକୁ ଧାନକ୍ଷେତ ବୋଲି ଦର୍ଶାଇଥିଲେ। ଏପରି ଗୋଟିଏ କି ଦୁଇଟି ନୁହେଁ ୫୪ ହଜାର ୭୩୬ଟି ପ୍ଲଟ୍ରେ ଧାନଚାଷ ହୋଇଛି ବୋଲି ଦର୍ଶାଇ ବହୁ ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରିବାକୁ ମସୁଧା କରିଥିଲେ। ହେଲେ, ସାଟେଲାଇଟ୍ ସର୍ଭେ ବେଳେ ଏସବୁ ପ୍ଲଟ୍ ଗୁଡ଼ିକୁ ନେଇ ସନ୍ଦେହ ହେବାରୁ ରାଜସ୍ବ ଏବଂ ସମବାୟ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ […]









