ଦିନକ ପରେ ଖୋଲିବ ଜିନ୍ଦଲ ଖଣି, ୫ ବର୍ଷ ପରେ ଖଣିକୁ ଫେରିବେ ୫୦ କର୍ମଚାରୀ ଓ ୧୫୦ ଶ୍ରମିକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କାଳିଆପାଣି : ଦିନକ ପରେ ଅର୍ଥାତ୍ ଆସନ୍ତା ୨୬ରେ ଜିନ୍ଦଲ ଷ୍ଟେନଲେସ୍ କାଳିଆପାଣି କ୍ରୋମାଇଟ୍ ଖଣି ଖୋଲିବ। ୫ ବର୍ଷ ୨ ମାସ ପରେ ପ୍ରତ୍ୟକ୍ଷ ଖଣିକାର୍ଯ୍ୟରେ ଯୋଗଦେବେ ୫୦ ଖଣି କର୍ମଚାରୀ ଓ ବିଭିନ୍ନ ବର୍ଗର ଦେଢ଼ଶହରୁ ଅଧିକ ଖଣି […]









