ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା ପରିଚାଳନା ଅବ୍ୟବସ୍ଥା: ଡ୍ୟୁଟି ଦେଲେ; ପାଉଣା ଦେଉନାହାନ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ପରୀକ୍ଷା ହଲ୍ରେ ଗାର୍ଡଠାରୁ ଆରମ୍ଭ କରି କପି ରୋକିବା ସ୍କ୍ବାଡ୍ ପର୍ଯ୍ୟନ୍ତ ସବୁ ଦାୟିତ୍ବ ନିର୍ବାହ କଲେ। ପରୀକ୍ଷାର୍ଥୀ ଆସିବା ପୂର୍ବରୁ ପହଞ୍ଚି ଉତ୍ତରଖାତା ଯିବାପରେ ପରୀକ୍ଷା କେନ୍ଦ୍ର ଛାଡ଼ିଲେ। ପ୍ରଶ୍ନପତ୍ର ପହଞ୍ଚିବାଠୁ ଆରମ୍ଭ କରି ଉତ୍ତରଖାତା ପ୍ୟାକେଟ୍ […]









