କେନ୍ଦୁଝର ପୁଅଙ୍କ କମାଲ: ଇ-କମର୍ସ ସାଇଟ୍ ‘ଘିନିବା’ କରି ମାଲାମାଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କେନ୍ଦୁଝର : ରାଜଧାନୀ ନୂଆଦିଲ୍ଲୀରେ କମାଲ କରୁଛନ୍ତି କେନ୍ଦୁଝର ଦୁଇ ଯୁବକ। ଇ-କମର୍ସ କମ୍ପାନି ‘ଘିନିବା’ କରି ମାଲାମାଲ ହେଉଛନ୍ତି। ଗୋଟିଏବର୍ଷରେ ଏହି କମ୍ପାନି କୋଟିଏ ଟଙ୍କାର ବ୍ୟବସାୟ କରି ଇ-କମର୍ସ ପ୍ଲାଟ୍ଫର୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଆଗାମୀ […]









