୧୭ରୁ ବସ୍ ଧର୍ମଘଟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ୧୭ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବ ରାଜ୍ୟ ବସ ମାଲିକ ସଂଘ। ନୂତନଭାବେ ଲାଗୁ କରାଯାଇଥିବା ‘ସ୍କ୍ରାପ୍’ ଆଇନକୁ ବିରୋଧ ତଥା ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ରାଜ୍ୟ ସଂପାଦକ […]









