ମୁଣ୍ଡ ନେଲା ଗୁଡ଼ି : ନାଳରେ ପଡ଼ି ଛାତ୍ର ମୃତ, ନର୍ସରି ମାଲିକଙ୍କ ନାକ କଟିଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ମାଞ୍ଜା ସୂତା ପାଇଁ କଟକ ସହରରେ ଦୁଇଟି ଅଘଟଣ ଘଟିଛି। ଗୁଡ଼ି ଉଡ଼ାଉଥିବା ବେଳେ ବିଡ଼ାନାସୀ ଅଞ୍ଚଳରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ର ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ଘଟଣାରେ ଖାନନଗରର ଜଣେ ନର୍ସରି ମାଲିକଙ୍କ […]









