ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ଟିପିଏସ୍ଓଡିଏଲ୍ ଅଧିକାରୀଙ୍କ ବିରୋଧରେ ମାମଲା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଆଉଟ୍ସୋର୍ସିଂରେ ନିଯୁକ୍ତ ଜଣେ ମହିଳା କର୍ମଚାରୀଙ୍କୁ ଟିପିଏସ୍ଓଡିଏଲ୍ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଧମକ ଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସେ ହେଲେ, ଟିପିଏସ୍ଓଡିଏଲ୍ର ଏନ୍ଫୋର୍ସମେଣ୍ଟ ଓ ଭିଜିଲାନ୍ସ […]









