କେବଳ ଅଦା ନୁହେଁ ଚୋପା ମଧ୍ୟ ହୋଇଥାଏ ଲାଭଦାୟକ, ଜାଣନ୍ତୁ ପାଞ୍ଚଟି ଭିନ୍ନ ଉପାୟ…
ଭୁବନେଶ୍ୱର ୦୩/୦୩: ଅଦାରେ ଭିଟାମିନ୍, କ୍ୟାଲସିୟମ୍, ପୋଟାସିୟମ୍, କପର୍, ମ୍ୟାଗ୍ନେସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କିନ୍ତୁ ପ୍ରାୟତଃ ମହିଳାମାନେ ଅଦା ଚୋପାକୁ ଛେଲି ବ୍ୟବହାର କରିଥାନ୍ତି । ଏହାର ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତବରେ, ଅଦା ପରି, ଏହାର ଚୋପା ମଧ୍ୟ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏହାକୁ ବିଭିନ୍ନ ଉପାୟରେ […]