ହାତୀ ମଣିଷ ଲଢ଼େଇ: ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମାଈହାତୀର ମୃତ୍ୟୁ
ବୈଶିଙ୍ଗା: ହାତୀଙ୍କୁ ସୁରକ୍ଷା ଦେବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ଗୁରୁବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗ୍ରାମ ଉପକଣ୍ଠ ଧାନ ବିଲ ଚାରିପଟେ ଚାଷୀଙ୍କ ଦ୍ୱାରା ବିଛା ଯାଇଥିବା ଅସ୍ଥାୟୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଉକ୍ତ ହାତୀପଲର ଏକାଧିକ ହାତୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁଯାଇ ବେତନଟୀ ରେଞ୍ଜ ଅଧୀନ […]









