ମହିଳାଙ୍କୁ ନିର୍ଯାତନା ଦେଉଛନ୍ତି ମାଓବାଦୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନବରଙ୍ଗପୁର : ମାଓବାଦୀ ଶିବିରରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ମାଓବାଦୀଙ୍କ ଜବତ ସାମଗ୍ରୀ ତାହାର ଏକ ବଡ଼ ପ୍ରମାଣ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ନବରଙ୍ଗପୁର ଏସ୍ପି ଏସ୍.ସୁଶ୍ରୀ। ମାଓବାଦୀଙ୍କ ବଡ଼ ହିଂସାକାଣ୍ଡକୁ […]









