ଓମ୍ବାଡ୍ସି ବାଟବଣା: ରାଜ୍ୟ ପାଣ୍ଠିରେ ୨୦ ହଜାର କୋଟି, ଜିଲ୍ଲାକୁ ମିଳୁନି!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ଖଣି ପ୍ରଭାବିତ ଅଞ୍ଚଳ ଓ ଅଧିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଗଠିତ ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ (ଓମ୍ବାଡ୍ସି) ଅଧିକାରୀମାନଙ୍କ ମନମର୍ଜିରେ ଚାଲିଛି। ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ ରାଜ୍ୟ ପାଣ୍ଠିରେ ୨୦,୧୧୦ […]









