୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ସହ ପ୍ରେସର୍ ସରଞ୍ଜାମ ଜବତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ୧କ୍ଵିଣ୍ଟାଲ ୬୪ କେଜି ଗଞ୍ଜେଇ ସହ ପ୍ରେସର୍ ସରଞ୍ଜାମ ଜବତ ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ଚାଲିଥିବା ବେଳେ ଗତକାଲି ପୁଣି ଡିମିରୀଗୁଡ଼ା ପଞ୍ଚାୟତ ର ଜଟଣୀ ଖୋଲ […]









